141
ନୂଆପଡ଼ା -୨୦/୭- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ସଦର ମହକୁମାର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ଏବେ ସେଲ୍ଫି ଜୋନ୍ ନୁହେଁ, ବରଂ ‘ଡେଞ୍ଜର ଜୋନ୍’ ପାଲଟିଛି! ଏଠାକାର ସ୍ଥାନୀୟ ବସଷ୍ଟାଣ୍ଡ ଓ ଆଖପାଖ ବିଲଡିଂ ଉପରେ ବିପଦଜନକ ଭାବେ ଝୁଲି ରହିଛି ପ୍ରାଣଘାତୀ 11 କେଭି ଏବଂ 440 ଭୋଲ୍ଟ ର ଖୋଲା ବିଦ୍ୟୁତ୍ ତାର।