28
ନୂଆପଡ଼ା-୧୯/୦୯- ଖଡ଼ିଆଳ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ସଙ୍ଗୀତଜ୍ଞ ସ୍ୱର୍ଗତ ଡ. ସୁପ୍ରିୟୋ ଚାଟ୍ଟାର୍ଜୀଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କର ଏହି ବିୟୋଗରେ ସମଗ୍ର ଖଡ଼ିଆଳ ଅଞ୍ଚଳ ତଥା ଶିକ୍ଷା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।