136
ନୂଆପଡ଼ା- ୬/୬-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ବୋଡ଼େନ ବିଜେପି କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳ ସ୍ତରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳଗଙ୍ଗା ମଣ୍ଡଳ ସଭାପତି ନୀଳାମ୍ବର ମେହେର ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ଦିନର ଦଳୀୟ କାର୍ଯ୍ୟପନ୍ଥା ନେଇ ବ୍ୟାପକ ଆଲୋଚନା କରାଯାଇଛି।