14
ନୂଆପଡା -୦୭/୦୪- ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଂସପେଶୀ ଦୁର୍ବଳତା ବା ଡୁଚେନ୍ ମସ୍କ୍ୟୁଲାର ଡିସ୍ଟ୍ରୋଫି ରୋଗରେ ପୀଡ଼ିତ ଏକ ଶିଶୁର ପରିବାରକୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ (ସିଏମଆରଏଫ୍) ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।