68
ନୂଆପଡ଼ା -୧୯/୭- ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଜଣାଶୁଣା ତଥା ଅଗ୍ରଣୀ ଯୁବ ଅନୁଷ୍ଠାନ ‘ଉଦନ୍ତୀ ୟୁଥ କ୍ଲବ’ ଆନୁକୂଲ୍ୟରେ ରବିବାର ଏକ ବିଶାଳ ମେଗା ରକ୍ତଦାନ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ଅଞ୍ଚଳର ରକ୍ତଦାତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶିବିରରୁ ମୋଟ ୧୧୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି, ଯାହା ମୁମୂର୍ଷୁ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

ଶିବିରକୁ ସଫଳ କରିବାରେ ଜିତେନ୍ଦ୍ର, କିଶନଲାଲ, କିରଣ, ବଳରାମ, ଝସକେତନ, ଚୈତନ୍ୟ, ଡୋଲାମଣି, ଲୋହିତାକ୍ଷ, ଟିକେଲାଲ, ନିତେଶ, ନିତୁ, ଟିକେ, ବୀରେନ୍ଦ୍ର, ଭୋଲେଶ୍ୱର, ଭୀଷ୍ମରାଜ, ନୀତିଶ, ହେମନ୍ତ, ଦର୍ଶନ, ଭୀଷ୍ମ, ଦେବାର୍ଚ୍ଚନ, ତେଜରାଜ, ଦେବରାଜ, ଦୀପକ, ଅମର, ରମେଶ, ଶାଶ୍ୱତ, ଘନଶ୍ୟାମ, ନୃସିଂହ, ମହେନ୍ଦ୍ର, ସୁନୀଲ, ବବ୍ଲୁ, ଜଗନ୍ନାଥ, ଚନ୍ଦନ, ଚନ୍ଦ୍ରଧ୍ୱଜ, ପ୍ରଦୀପ, ଲୋକନାଥ, ଯୁଧିଷ୍ଠିର, ହେମସାଗର, ସୋହନ, ଓମ୍ ପ୍ରସାଦ, ଅନିଲ, ଜଗନ୍ୟ, ଗଣପତି, ସୌରଭ, ରଞ୍ଜନ, ଭବାନୀଶଙ୍କର, ମାନସ, କୃଷ୍ଣ, ଅଜିତ, ଚୂଡ଼ାମଣି, କ୍ଷୀରୋଦ, ରାଜାରାମ, ଶଙ୍କର, ଯଦୁମଣି, ଧନେଶ୍ୱର, ଟେକାରାମ, ସାଗର, ଲିଙ୍ଗରାଜ, ଦିଲୀପ, ସତ୍ୟପ୍ରକାଶ, ହୃଦାନନ୍ଦ, ବାଦଲ, ହିମାଂଶୁ, ବିନାୟକ, ସୁବ୍ରତ, କ୍ଷିତୀଶ, ହେତୁରାମ, ହିତେଶ, କାନ୍ହା, ଭୁଜବଳ, ରୂପଧର, ସୁମନ, କୁଶଧ୍ୱଜ, ଲିପିକା, ଭବେଶ, ବିକାଶ, ଗୌରୀ, ଲୋହିତମଞ୍ଜରୀ, ଧନମତୀ, ଜଗନରାମ, ପୁରୁଷୋତ୍ତମ, ନରସିଂହ, ଶିଶିର, ତରୁଣୀ, ଶୁଭମ, ଅଭିନାଶ, ବିନୟ, ରାକେଶ, ପ୍ରୀତେଶ, ସୀମାଞ୍ଚଳ, ପୁଣ୍ଡରୀକାକ୍ଷ୍ୟ, ରୋଶ୍ମା, ପିଙ୍କି, ଜୟେଶ, ବୁଦ୍ଧଦେବ, ରାଧେଶ୍ୟାମ, ଦୋଳେଶ୍ୱର, ଭାଗ୍ୟବାନ, ନୀଳାମ୍ବରଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
