ଅଗ୍ରସେନ୍ ଭବନ କମିଟି ଓ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଅନ୍ନଭୋଗ ବଣ୍ଟନ

by Maraguda Express
0 comments

ଅଗ୍ରସେନ୍ ଭବନ କମିଟି ଓ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଅନ୍ନଭୋଗ ବଣ୍ଟନ
ନୂଆପଡ଼ା -୧/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଅଗ୍ରସେନ୍ ଭବନ କମିଟି ଓ ମାରୱାଡି ଯୁବା ମଞ୍ଚର ମିଳିତ ଉଦ୍ୟମ ରେ ପବିତ୍ର ରଥ ଯାତ୍ରା ଅବସର ରେ ସ୍ଥାନୀୟ ମାଉସୀ ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ପାଇଁ ଅନ୍ନଭୋଗର ବ୍ଯବସ୍ଥା କରାଯାଇଥିଲା। ଅନ୍ନଭୋଗ ପ୍ରସାଦ ପାଇବାକୁ ସିନାପାଲି ସହର ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଅଗ୍ରସେନ୍ ଭବନ କମିଟି ଉପସଭାପତି ତଥା ବ୍ୟବସାୟୀ ସଂଘ ସଭାପତି ପ୍ରଦୀପ କୁମାର ଜୈନ, ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ, ଭାରତୀ ଅଗ୍ରୱାଲ, ଭତେରି ଜୈନ, ସଙ୍ଗୀତ ଜୈନ, ରାଜୁ ଜୈନ, ବିନୋଦ ଅଗ୍ରୱାଲ, ଅଧିବକ୍ତା ହରେଶ ଜୈନଙ୍କ ସହ ମାରୱାଡି ଯୁବମଞ୍ଚର ପୂର୍ବ ରାଷ୍ଟ୍ରୀୟ ସଭା ସଦସ୍ୟ ହରିଓମ୍ ଜିନ୍ଦଲ, ଅଧ୍ୟକ୍ଷ ହିରାଲାଲ ଅଗ୍ରୱାଲ, ସମ୍ପାଦକ ଗଣେଶ କୁମାର ଅଗ୍ରୱାଲ, କୋଷାଧ୍ଯକ୍ଷ ରାଜେଶ କୁମାର ଅଗ୍ରୱାଲ, ଅମିତ୍ ଜୈନ, ରାଜେଶ ଅଗ୍ରୱାଲ, ରାଧେଶ୍ୟାମ ଜିନ୍ଦଲ, ପ୍ରବୀଣ ଜୈନ୍, ରାଜେଶ ଜିନ୍ଦଲ, ବିକାଶ ଜୈନ୍, ଆଶିଷ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ମୁନେଶ ଅଗ୍ରୱାଲ, ହେପ୍ପି ଅଗ୍ରୱାଲ, ନନ୍ଦ କିଶୋର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha