26
ନଗର ଉନ୍ନୟନ ପାଇଁ ଜନତାଙ୍କ ସହଭାଗିତା ଏବଂ ସମ୍ବାଦ ଆମର ପ୍ରାଥମିକତା ଅଟେ। ଆପଣଙ୍କ ସମସ୍ୟା – ଆମର ଦାୟିତ୍ୱ : ନଗର ପାଳିକା ଅଧ୍ୟକ୍ଷା ଡ଼ଃ ଜୈନ ।
previous post



ନୂଆପଡ଼ା ୧୦/୨ (ମାରାଗୁଡ଼ା ଏକ୍ସପ୍ରେସ) ଆଜି ଖରିଆର ରୋଡ ନଗରପାଳିକା ଦ୍ୱାରା ପ୍ରତି ସପ୍ତାହରେ ଗୋଟିଏ ୱାର୍ଡ ରେ ଜନତାଙ୍କ ସହ ସିଧା ସମ୍ବାଦ ଅଭିଯାନ କରାଯାଇଥାଏ। ସେହି କ୍ରମ ରେ ଆଜି ୱାର୍ଡ ନମ୍ବର ୧୨ ଚାଳମୁଣ୍ଡାରେ ଅଧ୍ୟକ୍ଷା ଡ଼ଃ ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଦର୍ଶନ କାର୍ଯ୍ୟକ୍ରମରେ ୱାର୍ଡବାସୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କୁ ନେଇ ଶୁଣାଯାଇଥିଲା। ଏବଂ ତାଙ୍କର ଯଥାସମ୍ଭବ ତ୍ୱରିତ ନିରାକରଣ ପାଇଁ ସମ୍ପର୍କିତ ଅଧିକାରୀମାନଙ୍କୁ ଆବଶ୍ୟକ ଦିଶା ନିର୍ଦ୍ଦେଶ ଦିଆଯାଇଥିଲା।

