25
ବୋଡ଼େନ -୩/୩ (ଜଗତରାମ ଦଣ୍ଡସେନା ) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ର ଖଇରା ଗ୍ରାମପଞ୍ଚାୟତ ପ୍ରକୋଷ୍ଠ ରେ “ଗାଁ ରେ ପ୍ରଶାସନ” ବୋଡେ଼ନ ବିଡ଼ିଓ ଶ୍ରୀମତୀ କର୍ମୀ ଓରାମ ଙ୍କର ଅଧ୍ୟକ୍ଷତା ରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଖଇରା ସରପଞ୍ଚ କୈଳାଶ ଚନ୍ଦ୍ର ଦଲ, ଯେଇ ବିରଞ୍ଚି ଉଦଣ୍ଡରାୟ,ଭୀଷ୍ମ ମିଶ୍ର ଜି ପି ଡି ଓ,ଖିରୋଦ ନାୟକ ଏ ଇ ଇ ଜେଡ ପି,ରବି ନାରାୟଣ ରାଉତ ଏ ପି ଓ, ଗୁରଜୁ ହଂସ, ପିଇଓ,ଯୋଗେନ୍ଦ୍ର ମାଝୀ ଜି ଆର ଏସ, ଜ୍ୟୋତିରଞ୍ଜନ ପଣ୍ଡା ବିପିସି,ହିତେଶ ଆଦବାହି, ହେରମ୍ବ ବିଶ୍ୱାଳ ବିଆରସୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସାମୁହିକ ୨ ଟି ଓ ବ୍ୟକ୍ତିଗତ୍ବ ପାଞ୍ଚ ଟି ଅଭିଯୋଗ ର ଶୁଣାଣି ହୋଇଛି ।