66
ନୂଆପଡ଼ା – ୧୨/୭ – ଖରିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ଡ଼ା. ସୋନିଆ ଅଗ୍ରୱାଲଙ୍କ ପଦକ୍ଷେପ ଓ ବିଶେଷ ଅନୁରୋଧ କ୍ରମେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଖରିଆର ରୋଡ଼ ଏନ୍ଏସି ପରିସର ରେ ବିଶାଳ ‘ଭୀମ ଭୋଇ ସାମର୍ଥ୍ୟ ଶିବିର (BBSA Camp 2026-27)’ ଆୟୋଜନ କରାଯାଉଛି। ଆସନ୍ତା ୨୯ ଜୁଲାଇ ୨୦୨୬ (ବୁଧବାର) ସକାଳ ୧୦ ଟାରୁ ଏହି ଜନହିତକାରୀ ଶିବିର ଅନୁଷ୍ଠିତ ହେବ।