310
ନୂଆପଡ଼ା – ୨୫/୭- ଓଡ଼ିଶା ପୋଲିସର ସ୍ୱତନ୍ତ୍ର ‘ଅନ୍ୱେଷଣ-୩’ ଅଭିଯାନ ଅନ୍ତର୍ଗତ ନୂଆପଡ଼ା ପୋଲିସ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମାତ୍ର ତିନି ଦିନ ମଧ୍ୟରେ ୪୧ ଜଣ ନିଖୋଜ ମହିଳା ଓ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ସହ ପୁନର୍ମିଳନ କରାଯାଇଛି।