54
କାର୍ଯ୍ୟକ୍ରମରେ ରାଜ ଏ.ଟି. ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ନୀଳିମାରାଣୀ ସାଗର ମୁଖ୍ୟ ଅତିଥି ଏବଂ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଶ୍ରୀମତୀ ପ୍ରଣତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀମତୀ ସୂର୍ଯ୍ୟକାନ୍ତି ମେହେର, ଶ୍ରୀମତୀ ଛାୟା ଜୈନ ଓ ଶ୍ରୀମତୀ ସ୍ନେହା ତ୍ରିବେଦୀ ଦାୟିତ୍ୱ ତୁଲାଇଥିଲେ।
ରଙ୍ଗୋଲି ପ୍ରତିଯୋଗିତା:
ପୋଷ୍ଟର ମେକିଂ ପ୍ରତିଯୋଗିତା:
ବିନା ଆଞ୍ଚରେ ରନ୍ଧା ପ୍ରତିଯୋଗିତା:
ପ୍ରତିଯୋଗିତା ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ସହ ତାଙ୍କର ସୃଜନଶୀଳତା ଓ ପ୍ରତିଭାକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ।
Table of Contents
ନୂଆପଡ଼ା -୨୪/୦୮- ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ପବ୍ଲିକ ସ୍କୁଲ ପରିସରରେ ଶ୍ରାବଣ ମେଳାର ତୃତୀୟ ସଂସ୍କରଣ ‘ସିଜନ୍-୩’ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରି-ପ୍ରାଇମେରୀ ବିଭାଗ ପକ୍ଷରୁ ମା’ମାନଙ୍କୁ ନେଇ ବିଭିନ୍ନ ସୃଜନଶୀଳ, ମନୋରଞ୍ଜନମୂଳକ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

