Home ରାଜ୍ୟଗନ୍ଧମାର୍ଦ୍ଧନ ଆନ୍ଦୋଳନ ସଂଗ୍ରାମୀ ଦଶରଥ ବେହେରାଙ୍କ ପରଲୋକ।।

ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସଂଗ୍ରାମୀ ଦଶରଥ ବେହେରାଙ୍କ ପରଲୋକ।।

by Maraguda Express
0 comments
ନୂଆପଡ଼ା – ୨୭/୧୨ (ମାରାଗୁଡ଼ା ଏକ୍ସପ୍ରେସ)
ଗନ୍ଧମାର୍ଦ୍ଧନ ବଞ୍ଚାଓ ବାଲକୋ ହଟାଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମ ର ଦଶରଥ ବେହେରା ୯୩ ବର୍ଷ ବୟସରେ ଗତକାଲି ଦେହତ୍ୟାଗ କରିଛନ୍ତି। ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇ ଥିବା ଲାଠି ଚାଳନା କୁ ବିରୋଧ କରି ପୋଲିସ ସହିତ ଧସ୍ତା ଧୁସ୍ତୀ ହୋଇ ଥିଲେ । ଯାହା କି ସେ ସମୟ ରେ ଯୁବ ସଂଗ୍ରାମୀ ମାନଙ୍କ ର ଏକ ପ୍ରେରଣା ହୋଇ ଥିଲେ । ସ୍ବର୍ଗତ ବେହେରାଙ୍କ ଦେହାନ୍ତ ପରେ ତାଙ୍କର ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗ ଙ୍କୁ ଛାଡି ଯାଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha