75
ନୂଆପଡ଼ା- ୦୪/୬ -ନୂଆପଡ଼ା ଜିଲ୍ଲା ରେ ଚଳିତ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ବେଶ ସୁଚାରୁ ଓ ସ୍ୱଚ୍ଛ ଭାବେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଷୀମାନଙ୍କ ଠାରୁ କୌଣସି ଅସୁବିଧା ନଥାଇ, ଶୃଙ୍ଖଳିତ ଭାବେ ଧାନ କ୍ରୟ କରାଯାଉଛି।
