248
ନୂଆପଡ଼ା- ୨/୦୬- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ରେ ଦେଖିବାକୁ ମିଳିଛି ଏକ ଗର୍ବର ମୁହୂର୍ତ୍ତ। ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ରୀ ହସିନା ସାହୁ ଚଳିତ ବର୍ଷ +୨ କଳା (Arts) ପରୀକ୍ଷା ରେ ୫୧୮ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି।