565
ନୂଆପଡ଼ା- ୯/୬- ନୂଆପଡ଼ା ଜିଲ୍ଲାରେ ଜଣେ ନାବାଳିକା ଯୌନ ଦୁଷ୍କର୍ମ ପୀଡ଼ିତା ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ‘ଓଡ଼ିଶା ରାଜ୍ୟ ପୀଡ଼ିତ କ୍ଷତିପୂରଣ ଯୋଜନା’ ଅଧୀନରେ ପୀଡ଼ିତାଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ରାଶି ଯୋଗାଇ ଦିଆଯାଇଛି।