413
ନୂଆପଡ଼ା -୦୧/୦୯- ସଙ୍ଗୀତ ଜଗତର ନୂଆ ପ୍ରତିଭାଙ୍କୁ ଖୋଜିବା ଓ ସେମାନଙ୍କୁ ଏକ ବଡ଼ ମଞ୍ଚ ଦେବା ଲକ୍ଷ୍ୟରେ ଆୟୋଜିତ ‘MSS MUSIC PRESENTS ନୂଆପଡ଼ା ଆଇଡଲ୍-୨୦୨୬’ ର ଗ୍ରାଣ୍ଡ ଫିନାଲେ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜିଲ୍ଲା ମୁଖ୍ୟାଳୟସ୍ଥିତ ଅଭ୍ୟୁଦୟ ବିଦ୍ୟା ନିକେତନ, ମହୁଲଭଟାଠାରେ ଆୟୋଜିତ ଏହି ଭବ୍ୟ ସଙ୍ଗୀତ ସନ୍ଧ୍ୟାରେ ଶିଶୁ ଓ ଯୁବ ପ୍ରତିଭାଙ୍କ ମନମୁଗ୍ଧକର ପରିବେଷଣ ଦର୍ଶକଙ୍କ ମନ ଜିଣିଥିଲା।





