6
ବୋଡ଼େନ- ୧୮/୪(ଜଗତ ରାମ ଦଣ୍ଡସେନା) ନୂଆପଡ଼ା ଜିଲ୍ଲା ଖଇରା ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଚାରିଦିନିଆ ‘ମା’ ବଲ୍ସଘରିଏନ’ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ବରଗାଁ ଦଳ ବହଲମୁଣ୍ଡାକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।
