Home ରାଜ୍ୟବୋଡ଼େନ ବ୍ଲକ : ଅକାଳୁ ମାଝୀ କୁ ଭତ୍ତା ମିଳିବ କେବେ  ? ପାଞ୍ଚ କିଲୋ ଚାଉଳ ଭରସା ରେ ଜୀବନ ।

ବୋଡ଼େନ ବ୍ଲକ : ଅକାଳୁ ମାଝୀ କୁ ଭତ୍ତା ମିଳିବ କେବେ  ? ପାଞ୍ଚ କିଲୋ ଚାଉଳ ଭରସା ରେ ଜୀବନ ।

by Maraguda Express
0 comments

ବୋଡ଼େନ -୧୮/୮ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ସୁନାପୁର ପଞ୍ଚାୟତ ର ବାଗବାହାଲ ଗ୍ରାମର ଦେବହାଲ ପଡାର ଅକାଳୁ ମାଝୀ ଅସହାୟ ହୋଇ ବହୁ କଷ୍ଟରେ ଏଗାର ବର୍ଷ ହେଲା ଜୀବନ ଯାପନ କରୁଛନ୍ତି ।କେବଳ ପାଞ୍ଚ କେଜି ଚାଉଳ ଭରସାରେ ବିତୁଛି ଜୀବନ,ଘରଖଣ୍ଡେ ବି ମିଳୁନଥିବା ଅକାଳୁ ପ୍ରକାଶ କରିଛନ୍ତି । ସେ ଦଶ ବର୍ଷହେବ ଗଣ୍ଠିବାତ ରୋଗରେ ପୀଡିତ ହୋଇ ଅନେକ ଡାକ୍ତର ଖାନା ଗଲେ ମଧ୍ୟ ସୁଫଳ ମିଳୁନି । ସେ ସମ୍ପୂର୍ଣ ଶଯ୍ୟାଶାୟୀ ଅବସ୍ଥାରେ,ଏଣୁ ସରକାରୀ ସହାୟତା ଅପେକ୍ଷାରେ ଅକାଳୁ ବୃଦ୍ଧ । ଏଣୁ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha