102
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଅଶୋକ ଜିନ୍ଦଲ,ବିଜୟ କୁମାର ସାହୁ, ସୌଦାଗର ସାହୁ, ପଙ୍କଜ କୁମାର ଭୋଇ,ମଦନଲାଲ ସାହୁ, ପ୍ରଦୀପ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ,ପ୍ରୀତମ ମେହେର, ସୌମ୍ୟରଞ୍ଜନ ପାଢ଼ୀ,ବଡ ଶତପଥୀ,ମାଲତୀ କୁଅଁର, ନନ୍ଦି କିଶୋର ନନ୍ଦ,ଜତୀନ ସାହୁ,ବିନନ୍ଦ ସାହୁ, ସନ୍ତୋଷ କୁମାର ସାହୁ,ନିତେଶ ଅଗ୍ରୱାଲ, ସୁମିତ ଅଗ୍ରୱାଲ ଯୋଗ ଚମ୍ପିୟାନ ଦଳକୁ ନଗଦ ୫୦ ହଜାର ସହ ଟ୍ରଫି ଓ ରନର୍ସ ଦଳକୁ ନଗଦ ୩୦ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ। ରାଞ୍ଚି ଦଳର ଅଙ୍କିତରାଜ ଗୁପ୍ତାକୁ ପ୍ଳେୟାର ଅଫ୍ ଦି ମ୍ୟାଚ ଦିଆଯାଇଥିବା ବେଳେ ପ୍ରୟାଗରାଜ ଦଳ କ୍ରିଷ୍ଣା ସରୋଜକୁ ପ୍ଳେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦିଆଯାଇଥିଲା। ସଚ୍ଚିଦାନନ୍ଦ ପଣ୍ଡା ସଭା ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜକ ସଭାପତି ଯତୀନ ସାହୁ, ଉପସଭାପତି ଆଦର୍ଶ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ଉପଦେଷ୍ଟା ହେମସାଗର ସାହୁ, ପ୍ରଶାନ୍ତ ସାହୁ, ରୋହିତ ସାହୁ, ପ୍ରମୋଦ ସାହୁ, ଆନନ୍ଦ ସାହୁ, ସ୍ବତନ୍ତ୍ର ସାହୁ,ମଣ୍ଟୁ ସାହୁ, ନରେଶ ସାହୁ, ଅଶ୍ୱିନୀ ସାହୁ, ଜୁନିୟର ପ୍ରଶାନ୍ତ ସାହୁ ଉପସ୍ଥିତ ଥିବା ସୁନିଲ ସାହୁ,ଜୟକିଶୋର ସୁନା, ଦୀପକ କୁମାର ସାହୁ,ସତ୍ୟ ସାହୁ, ରୂପକ ସେଠ, ସୁପିନ ସାହୁ, ସତ୍ୟ ସାହୁ,ପିଙ୍କୁ ସେଠ, ବୁଲୁ ସାହୁ,ପିଣ୍ଟୁ ସାହୁ,କବିରାଜ ସାହୁ,ରବି ଭୋଇ, ପୁସ୍ତମ ବଗର୍ତ୍ତି, ଋଷଭ ସାହୁ, ବିକାଶ ବେହେରା, ବିଲାଶ ବେହେରା, ଆଶିଷ ରଣା,ରାଜୁ ସାହୁ,ସୁରଜ୍ ସାହୁ, ଅନୁପମ ସାହୁ, ଆୟୁଶ୍ମାନ ସାହୁ,ସମୀର ସାହୁ,ଧିରଜ ସାହୁ ସମେତ କ୍ଳବର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବା ବେଳେ ଉପଦେଷ୍ଟା ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ।



