101
ନୂଆପଡ଼ା -୧୫/୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କେନ୍ଦୁଭଟାସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥା CPSW କାର୍ଯ୍ୟାଳୟ ପରିସରରେ ଦେଶପ୍ରେମ ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।


