26
ବୈଠକରେ ମାଦକଦ୍ରବ୍ୟ ବିରୋଧରେ ସମନ୍ୱିତ କାର୍ଯ୍ୟପଦ୍ଧତି ଗ୍ରହଣ କରି ଜିଲ୍ଲାକୁ ଅବୈଧ ମାଦକମୁକ୍ତ କରିବା ପାଇଁ ସମସ୍ତ ବିଭାଗ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲପାଳ ଆହ୍ୱାନ କରିଥିଲେ ।
ନୂଆପଡ଼ା -୧୮/୦୩ – ନୂଆପଡା ଜିଲ୍ଲା ସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର ମେକାନିଜମ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ବୈଠକର ଆରମ୍ଭରେ ଇନ୍ସପେକ୍ଟର ଅଫ ପୋଲିସ ବି. ରୁଦ୍ରିୟା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ବୈଠକର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।

