39
ବୋଡ଼େନ ବ୍ଲକ ସଦର : ତିଖାଲି ରୁ ଯୋଗାଣ ହେଉଥିବା ପାଣି ଦୁର୍ଗା ମଣ୍ଡପ ପଡ଼ାରେ କଳା ଓ ଗୋଳିଆ ଦିଶୁଛି, ପ୍ରଶାସନ ର ଦୃଷ୍ଟି ପଡୁ।
previous post
ବୋଡ଼େନ -୧୮/୩ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଳକ ସଦର ମହକୁମା କୁ ତିଖାଳି ଡେମ ରୁ ପାନୀୟ ଜଳ ଯୋଗାଣ ହେଉଅଛି। ହେଲେ ଆଜି ଦିନ ବାର ଟାରେ ଯେଉଁ ପାଣି ଯୋଗାଣ ହେଉଥିଲା ତାହା ଗୋଳିଆ ଓ କଳା ରଙ୍ଗ ଦିଶୁଥିଲା l ଏହି ପାଣି ଆଦୌ ପିଇବା ଯୋଗ୍ୟ ନୁହେଁ ବୋଲି ଜନ ସାଧାରଣ ତୀବ୍ର ଆସନ୍ତୋଷ ପ୍ରକାଶ କରିଛନ୍ତି l କେଉଁ କାରଣରୁ ଏପରି ପାଣି ଘରକୁ ଆସୁଛି ତାହା ତଦନ୍ତ ସାପେକ୍ଷେ। ଜଳ ଯୋଗାଣ ବିଭାଗ ତଦନ୍ତ କରି ସମସ୍ୟା ର ସମାଧାନ ଶିଘ୍ର ନକଲେ ଆସୁଥିବା ଗ୍ରୀଷ୍ମ ଋତୁ ରେ ପାଣି ପାଇଁ ଲୋକେ ଡହକ ବିକଳ ହୋଇଯିବେ। ଉପରୋକ୍ତ ସମସ୍ୟା ର ଶିଘ୍ର ସମାଧାନ କରିବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି ।