11

ନୂଆପଡା -୨୨/୪- ନଗରବାସୀଙ୍କ ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ଖରିଆର ରୋଡ୍ ନଗର ପାଳିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ପାନୀୟ ଜଳ ସମସ୍ୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନଗର ପାଳିକା ଜନ ପ୍ରିୟ ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ ଙ୍କ ନେତୃତ୍ୱରେ ଗତକାଲି ବିଭିନ୍ନ ୱାର୍ଡ ପାଇଁ ପାନୀୟ ଜଳ ଟ୍ୟାଙ୍କରର ଶୁଭାରମ୍ଭ କରାଯାଇଛି।

