154
ନୂଆପଡ଼ା -୧୮/୦୬- ପରିବେଶ ସୁରକ୍ଷା ଓ ପେଟ୍ରୋଲ୍ ଦର ବୃଦ୍ଧିରୁ ମୁକ୍ତି ଦେବା ପାଇଁ ନୂଆପଡ଼ା ଜିଲ୍ଲାରେ ଏକ ବଡ଼ ପଦକ୍ଷେପ। ସିନାପାଲି ବଜାରରେ ଓଡ଼ିଶାର ନିଜସ୍ୱ ଷ୍ଟାର୍ଟଅପ୍ ‘’ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ସ୍କୁଟି ଶୋ’ରୁମ୍ର ଭବ୍ୟ ଉଦ୍ଘାଟନ ହୋଇଯାଇଛି।
