ନୂଆପଡ଼ା -୧୬/୦୯- ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନୂଆପଡ଼ା ଜିଲ୍ଲାପାଳ। ସମାଜରେ ମାନବିକତା ଏବଂ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଏକ ଦୁର୍ଘଟଣାରୁ …
Maraguda Express
-
ରାଜ୍ୟ
-
ରାଜ୍ୟ
ନେହେନାରେ ଦଣ୍ଡସେନା ପରିବାରର ନିଆରା ନୂଆଁଖାଇ : ଏକାଠି ହେଲେ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ପରମ୍ପରା ସହ ଏକତା, ଭାଇଚାରା ଓ ସାଂସ୍କୃତିକ ଚେତନାର ଅନନ୍ୟ ଉଦାହରଣ।
ନୂଆପଡ଼ା -୧୬/୦୯ (ସୁରେନ୍ଦ୍ର ତିୱାରୀ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅନନ୍ୟ ପରିବାରିକ ଏକତାର ଦୃଶ୍ୟ। ଦଣ୍ଡସେନା ପରିବାରର ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ଗୋଟିଏ ସ୍ଥାନରେ …
-
ରାଜ୍ୟ
ଗଣେଶ ପୂଜା ପୂର୍ବରୁ ନୂଆପଡ଼ାରେ ଶାନ୍ତି କମିଟି ବୈଠକ:ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ଓ ଜନସୁରକ୍ଷା ଉପରେ ପୁଲିସର ଗୁରୁତ୍ୱ।
ନୂଆପଡ଼ା -୧୩/୦୯- ଆଗାମୀ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପୁଲିସ ଅଧିକାରୀମାନେ ଶାନ୍ତି କମିଟି ସଦସ୍ୟ, ଜନପ୍ରତିନିଧି, ସ୍ଥାନୀୟ …
-
ନୂଆପଡ଼ା -୧୩/୦୯- ନୁଆପଡ଼ା ଜିଲ୍ଲାରେ ରାତିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଏବଂ ସଡ଼କ ଦୁର୍ଘଟଣା ରୋକିବା ପାଇଁ ନୁଆପଡ଼ା ପୋଲିସ ପକ୍ଷରୁ ଏକ ବଡ଼ଧରଣର ଅଭିଯାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଥିବା ରଣନୈତିକ ସ୍ଥାନମାନଙ୍କ ରେ …
-
ରାଜ୍ୟ
ନୂଆପଡ଼ାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୫,୦୭୮ ମାମଲାର ବିଚାର, ୩.୨୫ କୋଟିରୁ ଅଧିକ ଟଙ୍କାର ଆପୋଷ ସମାଧାନ।
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା …
-
ନୂଆପଡ଼ା -୧୨/୦୯-ନୂଆପଡ଼ା ପୋଲିସ ଦ୍ଵାରା ଏକ ବଡ଼ ଧରଣର ଠକେଇ ମାମଲାର ପର୍ଦ୍ଦାଫାଶ କରାଯାଇଛି। ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୨,୦୦,୦୦୦ ଟଙ୍କା ଠକିଥିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 🔷 ଅଭିଯୁକ୍ତଙ୍କ ପରିଚୟ: …
-
ରାଜ୍ୟ
ନୂଆପଡ଼ା ଜିଲ୍ଲା କଂଗ୍ରେସରେ ନୂତନ ଉତ୍ସାହ : ନୂତନ ସଭାପତି ଡ଼. ଅଙ୍କିତ ସିଂଘାଇ ଙ୍କୁ ଭବ୍ୟ ସ୍ୱାଗତ ଓ ଶୁଭେଚ୍ଛା।
ନୂଆପଡ଼ା – ୧୨/୦୯- ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଯୁବନେତା ଡ଼. ଅଙ୍କିତ ସିଂଘାଇଙ୍କୁ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଏବଂ କର୍ମକର୍ତ୍ତାମାନେ ଏକ ସୌଜନ୍ୟମୂଳକ ସାକ୍ଷାତ କରି ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଏହି …
-
ନୂଆପଡ଼ା-୧୨/୦୯ -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମର ପ୍ରତୀକ କୁମାର ପଣ୍ଡା ଜାତୀୟ ସ୍ତରର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସର୍ବମୋଟ ୨୦୦ ମାର୍କର …
-
ନୂଆପଡ଼ା -୧୨/୦୯- ନୂଆପଡ଼ା ଉପ-କାରାଗାରରୁ କଏଦୀ ଫେରାର ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ସନ୍ଧାନ ମିଳିନାହିଁ। ସୋମବାର ସକାଳ ପ୍ରାୟ ୮ଟା ସମୟରେ କାରାଗାର ପରିସରରେ ସଫେଇ କାର୍ଯ୍ୟ ଚାଲିଥିବାର ସୁଯୋଗ ନେଇ ସିନାପାଲି ଥାନା …
-
ରାଜ୍ୟ
ନୂଆପଡ଼ାରେ ପଞ୍ଚାୟତିରାଜ କାର୍ଯ୍ୟର ସମୀକ୍ଷା : ଅନୁଦାନର ସଠିକ୍ ବିନିଯୋଗ, ରାଜସ୍ୱ ସଂଗ୍ରହ ଓ ପଞ୍ଚାୟତ ତଦାରଖ ଉପରେ ଗୁରୁତ୍ୱ।
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ବିଭିନ୍ନ Panchayati Raj Schemes ଓ ଗ୍ରାମ ପଞ୍ଚାୟତ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ନୂଆପଡ଼ା, କୋମନା, ଖରିଆର, …