ନୂଆପଡ଼ା-୧୨/୦୯ -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମର ପ୍ରତୀକ କୁମାର ପଣ୍ଡା ଜାତୀୟ ସ୍ତରର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସର୍ବମୋଟ ୨୦୦ ମାର୍କର …
Maraguda Express
-
-
ନୂଆପଡ଼ା -୧୨/୦୯- ନୂଆପଡ଼ା ଉପ-କାରାଗାରରୁ କଏଦୀ ଫେରାର ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ସନ୍ଧାନ ମିଳିନାହିଁ। ସୋମବାର ସକାଳ ପ୍ରାୟ ୮ଟା ସମୟରେ କାରାଗାର ପରିସରରେ ସଫେଇ କାର୍ଯ୍ୟ ଚାଲିଥିବାର ସୁଯୋଗ ନେଇ ସିନାପାଲି ଥାନା …
-
ରାଜ୍ୟ
ନୂଆପଡ଼ାରେ ପଞ୍ଚାୟତିରାଜ କାର୍ଯ୍ୟର ସମୀକ୍ଷା : ଅନୁଦାନର ସଠିକ୍ ବିନିଯୋଗ, ରାଜସ୍ୱ ସଂଗ୍ରହ ଓ ପଞ୍ଚାୟତ ତଦାରଖ ଉପରେ ଗୁରୁତ୍ୱ।
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ବିଭିନ୍ନ Panchayati Raj Schemes ଓ ଗ୍ରାମ ପଞ୍ଚାୟତ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ନୂଆପଡ଼ା, କୋମନା, ଖରିଆର, …
-
ରାଜ୍ୟ
ନୂଆପଡ଼ାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ଓ ସୁରକ୍ଷା ସମୀକ୍ଷା :ବର୍ଜ୍ୟ ପରିଚାଳନା ଓ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା’ ଅଭିଯାନକୁ ଜାତୀୟ ସ୍ତରରେ ପ୍ରଶଂସା।
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲାରେ ସଫେଇ କର୍ମଚାରୀଙ୍କ କଲ୍ୟାଣ, ସୁରକ୍ଷା, ନିୟମିତ ପାରିଶ୍ରମିକ ପ୍ରଦାନ ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଜାତୀୟ ସଫେଇ କର୍ମଚାରୀ କମିଶନର ଉପାଧ୍ୟକ୍ଷ କୈସନ ବିହାରୀ ନୂଆପଡ଼ା ଗସ୍ତ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ …
-
ନୂଆପଡ଼ା – ୧୧/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନାର ପ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ହରେକୃଷ୍ଣ …
-
ରାଜ୍ୟ
ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ : ଏନ୍ଡିପିଏସ୍ ମାମଲାରେ ଚଢ଼ାଉ ଜୋରଦାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
ନୂଆପଡ଼ା- ୧୧/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ …
-
ନୂଆପଡ଼ା- ୧୧/୦୯- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ବ୍ଲକସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା …
-
ନୂଆପଡ଼ା -୧୧/୦୯- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଘଟିଛି। ଗତକାଲି ପୂର୍ବାହ୍ନ ପ୍ରାୟ ୧୧:୦୦ ଟା ସମୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ତବ୍ୟରତ ଥିବା ସମୟରେ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର …
-
ନୂଆପଡ଼ା-୧୦/୦୯- ପ୍ରଶାସନିକ ଦାୟିତ୍ୱ ସହ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଆଜି ଜିଲ୍ଲା ଅଦାଲତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଦେଖିବାକୁ …
-
ରାଜ୍ୟ
ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ସମୀକ୍ଷା :ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା ଗଠନ ଦିଗରେ ଗୁରୁତ୍ୱାରୋପ।
ନୂଆପଡ଼ା -୧୦/୦୯- ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ …