89
କୃଷକ ଶକ୍ତି ସମାବେଶ ରେ ଚାଷି ଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ।
ନୂଆପଡ଼ା -୧୭/୬ (ଏମ.ଇ) ଆଜି ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ବଲାଙ୍ଗୀର ଠାରେ ଆୟୋଜିତ “କୃଷକ ଶକ୍ତି ସମାବେଶ” କାର୍ଯ୍ୟକ୍ରମରେ ନୂଆପଡ଼ାର ସଫଳ ଚାଷୀ ଭାବେ ସଫଳତା ହାସିଲ କରିଥିବା ନୂଆପଡ଼ା ସଦର ବ୍ଲକ ବୁଢ଼ିପାଳି ପଞ୍ଚାୟତର ଭୋଲାନାଥ ସାହୁଙ୍କୁ ସମ୍ମାନୀତ କଲେ।